ବୈଠକ ଡକାଇଲେ ମୁଖ୍ୟମନ୍ତ୍ରୀ ? odisha politics | odia news | MMDR bill | Mohan Majhi | breaking news |
News Room · 46K views
인기 댓글
2위@godabarishsamantasinghar46312 days ago
ଓଡ଼ିଶାର ମାଟି ମାଆ ପାଇଁ ବିଜେଡି ଓ କଂଗ୍ରେସ ଉଭୟ ଙ୍କ ରଣନୀତି ଯଥେଷ୍ଟ. ଧନ୍ୟବାଦ. ରବୀଦାଶ ଙ୍କ ବିଚାର ଧାରା ବହୁତ ସୁନ୍ଦର... 🙏🙏🙏번역 보기
👍 3 좋아요
댓글 0
· 로그인 없이 익명 동물 이름으로 참여합니다3위@RameshCandrasahaoo2 days ago
ଆଉ ଚଳେଇ ପାରିବେନି ଚାରି ପାଞ୍ଜିରୁ ଗଲେ ହୋଉ ହୋଉ ହେଇଯାଇଛନ୍ତି번역 보기
👍 4 좋아요
댓글 0
· 로그인 없이 익명 동물 이름으로 참여합니다관련 영상
Tucker Carlson has a new enemy: the politics he helped build | Newsmakers
Why Cities Don't Build Basketball Courts
₹1,870 Crore Political Donation Racket: How Tax Laws Were Allegedly Exploited | Indian Express
The Government's Shocking Plan to Seize My Luxury Hotel – John Mappin
Yes the MAGA Movement is Fascism: How Fascism Works #psychology #politics #lucasbean #trump
POLITICAL PANIC IS UPON US
Pete Hegseth Just Gave The Weirdest Speech Ever...
How Division of UP will Change Indian Politics | StudyIQ IAS
1위@mishrabisudhananda35512 days ago
ଏମ ଏଲ ଏ ଙ୍କୁ ଡାକିଲେ କିଛି ହବନି।ମୁଣ୍ଡରେ ଚାଣକ୍ୟ ବୁଦ୍ଧି ଦରକାର।ସେଇଟା ଆମ ମୁଖ୍ୟମନ୍ତ୍ରୀ ଙ୍କର୍ ଅଛି କି।ନିଜ ରାଜନୈତିକ ଗୋଟି ଚାଳନା ବା ନିଜ ବ୍ୟକ୍ତିତ୍ୱ ଦ୍ୱାରା ମୁଖ୍ୟମନ୍ତ୍ରୀ ହୋଇଥିଲେ ସିନା ଶାସନ ପରିଚାଳନା ଭଲ ହୋଇଥାନ୍ତା ,ମୋଦି ନିଜ ଇଚ୍ଛା ଅନୁସାରେ ଯାହାକୁ କଲେ ସେ ଏହି ସରକାର କୁ ଠିକ୍ ଭାବେ ଚଳେଇ ପାରିବେ ସେଇଟା କୁ କିଛି ଭାବିଲେ ନାହିଁ।ଅବଶ୍ୟ ବିଜେପି ରେ ସେଭଳି ନେତା ନାହାନ୍ତି କହିଲେ ଚଳିବ।ଯିଏ ସବୁ ମନ୍ତ୍ରୀ ହୋଇଛନ୍ତି ସେମାନେ ୱାର୍ଡ ମେମ୍ବର ହେବାକୁ ଅଯୋଗ୍ୟ ଓ ଖାଲି ପଇସା ଲୁଟ୍ କରିବାରେ ବ୍ୟସ୍ତ।번역 보기
👍 11 좋아요
댓글 0
· 로그인 없이 익명 동물 이름으로 참여합니다