Icanreply유튜브 인기 댓글 실시간 랭킹
← 뒤로

Cockroach Exploits Weak Government, Ineffective Opposition | Nirbhay Gumar Katha

Nirbhay · 32K views

YouTube에서 보기

인기 댓글

1위@KunjabihariNaik-f1t5r1 day ago (edited)

ନବୀନ ସାର୍ ଧନ୍ୟବାଦ, ଟିକେ ଭାବନ୍ତୁ ମନେପକାନ୍ତୁ ଦିନେ ଆପଣ ମଧ୍ୟ CJP କୁ ବହୁତ ତାଛଲ୍ୟ କରି ଅତି ହୀନଦୃଷ୍ଟି ରେ ଦେଖୁଥିଲେ କିନ୍ତୁ ଆଜିର ପରିସ୍ଥିତି ଦେଖି ଟିକେ ପ୍ରଶଂସା କଲେ। ଆପଣ ଯେଉଁ କହୁଛନ୍ତି ଅପାରଗ ବିରୋଧି ଦୁର୍ବଳ ସରକାର କିନ୍ତୁ ତାହା ନୁହେଁ ଏଠି ଅପାରଗ ସରକାର ଦୁର୍ବଳ ବିରୋଧି ହୋଇପାରନ୍ତି କିନ୍ତୁ ବିରୋଧି ଯେତେ ବିରୋଧ କଲେ କଣହେବ ସରକାର ଅତି ନିର୍ଲଜ୍ଜ ଭାବରେ ଏକଛାତ୍ରବାଦି ହେଲେ ବିରୋଧି କଣ କରିବେ। ସମସ୍ତେ ଜାଣନ୍ତି ଆପଣ ସବୁବେଳେ ସରକାରଙ୍କୁ ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷ ରେ ସତମୁଖରେ ପ୍ରଶଂସା କରନ୍ତି ଏବଂ ବିରୋଧୀଙ୍କୁ ବିରୋଧ କରନ୍ତି। ବୋଧହୁଏ ପ୍ରଧାନ ବାବୁଙ୍କ ଇସ୍ତଫାରେ ଆପଣ ଦୁଃଖିତ ଓ ମର୍ମାହତ번역 보기

👍 5 좋아요

댓글 0

· 로그인 없이 익명 동물 이름으로 참여합니다

2위@SanuDas-n3e1 day ago

ଆଜ୍ଞା ଥରେ କୁହନ୍ତୁ ମୋଦି ଆମ ଓଡ଼ିଶାର ଲୋକଙ୍କ ଭାବାବେଗକୁ ବୁଝିଲେ କି?번역 보기

👍 11 좋아요

댓글 0

· 로그인 없이 익명 동물 이름으로 참여합니다

3위@gangadhardash34301 day ago

🎉🎉🎉번역 보기

👍 0 좋아요

댓글 0

· 로그인 없이 익명 동물 이름으로 참여합니다

관련 영상

Exclusive Interview With Peter Obi On Sunday PoliticsPolitician reads AI prompt during assemblyDhanush Latest Speech | Danush Entering Into Politics ? - Today Trending TrollMayor Zohran Mamdani on Socialism, Politics & NYC | The Weekly Show with Jon StewartThe Truth Behind India's FCRA Law | Can the Government Control Foreign Funds? | By Ankit SirWhat Shawn Ryan Saw That Made Him Quit PoliticsWhy Are Christians Calling a Muslim Politician "More Like Jesus"?Count Binface is HUMILIATING UK Politician Nigel Farage
Icanreply유튜브 인기 댓글 실시간 랭킹위젯 임베드로그인 없이 익명 동물 이름으로 참여합니다